ବିଜ୍ଞାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି=ବିଶେଷ+ଜ୍ଞା ଧାତୁ+ଭାବ. ଅନ) ସମ୍ପାଦନା

୧. ବିଶିଷ୍ଟ ଜ୍ଞାନ; କୌଣସି ବିଷୟ ସମ୍ୱନ୍ଧେ ଜ୍ଞାତବ୍ୟ ତତ୍ତ୍ୱ — ୧. Science; special knowledge.
୨. ଜଗତର ତାବତୀୟ ବିଷୟ ସମ୍ୱନ୍ଧେ ତତ୍ତ୍ୱ ନିରୂପକ ଜ୍ଞାନ —୨. Special branch of knowledge.

[ ଦ୍ରଷ୍ଟବ୍ୟ —ଅଧୁନା ଅନେକ ବିଜ୍ଞାନ ଆଲୋଚିତ ହେଉଅଛି ଯଥା—ଜଡ଼ ବିଜ୍ଞାନ ବା ପଦାର୍ଥ ବିଜ୍ଞାନ, ମନୋବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ (ଗଣିତ, ଫଳିତ), ଜନ୍ତୁ ବା ଜୀବ ବିଜ୍ଞାନ, ପ୍ରାଣି ବିଜ୍ଞାନ, ଭୂ ବିଜ୍ଞାନ, ଦେହ ବିଜ୍ଞାନ, ଦର୍ଶନ ବିଜ୍ଞାନ, ଭାଷା ବିଜ୍ଞାନ, ପ୍ରତ୍ନତତ୍ତ୍ୱ, ଧାତୁ ବିଜ୍ଞାନ, ନୀତି ବିଜ୍ଞାନ ]

୩. ତତ୍ତ୍ୱଜ୍ଞାନ —୩. Knowledge of fundamental. truths about any matter.
୪. ତତ୍ତ୍ୱବୁଦ୍ଧି —୪. Intelligence.
୫. (ହିନ୍ଦୁ ମତେ) ଜ୍ୟୋତିଷ ବିଦ୍ୟା ବ୍ୟାକରଣାଦି ସପ୍ତ ବିଜ୍ଞାନ (ଯଥା— ଜ୍ୟୋତିଷ—ବିଦ୍ୟା ବ୍ୟାକରଣାଦି ସପ୍ତ ବିଜ୍ଞାନ (ଯଥା—ଜ୍ୟୋତିଷ— ବ୍ୟାକରଣ, ଅଳଙ୍କାର, ନ୍ୟାୟ, ଗଣିତ, ସଙ୍ଗୀତ, କ୍ଷେତ୍ର ତତ୍ତ୍ୱ)) —୫. The seven sciences (according to the Hindus).
୬. ଆତ୍ମଜ୍ଞାନ —୬. Spiritual knowledge.
୭. ଦର୍ଶନ ଶାସ୍ତ୍ର —୭. Philosophy.
୮. ଆତ୍ମା (ହିନ୍ଦୀ - ଶ) —୮. Soul.
୯. ବ୍ରହ୍ମ (ହିନ୍ଦୀ - ଶ) —୯. The Divine Spirit.
୧୦. ଆକାଶ (ହିନ୍ଦୀ - ଶ) —୧୦. The sky.
୧୧. ନିଶ୍ଚୟାତ୍ମିକା ବୁଦ୍ଧି (ହିନ୍ଦୀ - ଶ) —୧୧. Firm conviction.
୧୨. ମୋକ୍ଷ (ହିନ୍ଦୀ - ଶ) —୧୨. Salvation.
୧୩. ଅନୁଭବଜନିତ ଜ୍ଞାନ —୧୩. Perception; direct Knowledge.

ଦେଶଜ - ବିଶେଷଣ - ସମ୍ପାଦନା

ଜ୍ଞାନଶୂନ୍ୟ —Devoid of knowledge.

(ଉଦାହରଣ — ବାମ ବଚନ ଶୁଣି, ବିଜ୍ଞାନ ସେ ଜ୍ଞାନେ କହେ ବାଣୀ -ଭଞ୍ଜ. ବୈଦେହୀଶବିଳାସ)