ଉଇକିଅଭିଧାନ:ବଛା ଶବ୍ଦ/୨୦୧୭/ଜୁନ
ବେଣି
(file) |
ଉଚ୍ଚାରଣ: Beṇi
ଶବ୍ଦ ବିନ୍ୟାସ: ବେଣ ଧାତୁ+ଇ;ଈ; କିମ୍ୱା ବିଶେଷ୍ୟ - ଧାତୁ=ଗମନ କରିବା+ନି, ନୀ
ସଂସ୍କୃତ - ବିଶେଷ୍ୟ —
- ବିନ୍ୟସ୍ତ କେଶପାଶ; ଦଉଡ଼ି ପରି ବଳା ହୋଇଥିବା କେଶପାଶ
ଦେଶଜ - ବିଶେଷ୍ୟ —
- କୁଟାରେ ବା ନଡ଼ାରେ ବୁଣାଯାଇ ଥିବା ମୋଡ଼ା; ନିଆଁ ବଡ଼ିଆ