ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ଅଗଷ୍ଟ

ବ୍ୟବହାର

ଉଚ୍ଚାରଣ: Byabahāra
ଶବ୍ଦ ବିନ୍ୟାସ: ବି+ଅବ+ହୃ ଧାତୁ=ହରଣ କରିବା+କରଣ. ଅ
ସଂସ୍କୃତ - ବିଶେଷ୍ୟ

  1. କାରବାର; ବ୍ୟବସାୟ; ବାଣିଜ୍ୟ; ବେପାର
  2. ଆଚରଣ
  3. ବେଭାର; ଲୌକିକତା; ସାମାଜିକ ନିୟମ ଅନୁସାରେ ଦେୟ ଉପଢୌକନ

[ଦ୍ରଷ୍ଟବ୍ୟ —ଓଡ଼ିଆ ବେଭାର ଶବ୍ଦ ଏଥିରେ ଅପଭ୍ରଂଶ]