ଝାଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଝଟଧାତୁ=ଗଦା ହେବା, ଣିଜନ୍ତ ଝାଟିଧାତୁ—ଗଦା କରିବା +କରଣ ଅ) ସମ୍ପାଦନା

୧. ସମ୍ମାର୍ଜ୍ଜନୀ (ଜ୍ଞାନେଦ୍ର) — ୧. Broom; sweeping mop.
୨. ଯୂଇ (ଦେଖ) - ୨. J̄ūi (See)
୩. ଭୁଇଁ ଅଅଁଳା (ଦେଖ) - ୩. Bhuiñ (See)