ଭୁଇଁ ଅଅଁଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୁମ୍ୟାମଳକୀ; ବର୍ଷାଯୁଃ କ୍ଷୁଦ୍ର ଶାକବିଶେଷ,

(ପତ୍ର ଓ ଫୁଲ ଛୋଟ ଅଅଁଳା ଆକାରବିଶିଷ୍ଟ) —A herb Phyllanthus Niruri

[ଦ୍ରଷ୍ଟବ୍ୟ — ଏହା ବର୍ଷାଦିନେ ଶୀତଳ ସ୍ଥାନରେ ଜନ୍ମେ; ଗୋଟିଏ ଡେମ୍ପରେ ଦୁଇଟି ପତ୍ର ଥାଏ ପତ୍ର ମୂଳରେ ଅତି ଛୋଟ ଫୁଲ ଧରେ ଓ ଫୁଲରୁ ସୋରିଷ ପରି ଫଳ ଧରେ ବୈଦ୍ୟକ ମତରେ ଏହା ବାୟୁବର୍ଦ୍ଧକ ଓ ଶୀତବୀର୍ଯ୍ୟ ଏହା ପିପାସା, କାସ, ରକ୍ତପିତ୍ତ, କଫ, କଣ୍ଡୁ ଓ କ୍ଷତନାଶକ; (ଦ୍ରବ୍ୟଗୁଣ) ଏହା ବାତକାରକ ଓ ଦାନନାଶକ—ହିନ୍ଦୀ - ଶ ]