ଉଇକିଅଭିଧାନକୁ ସ୍ଵାଗତ


ଏହା ଏକ ମାଗଣାରେ ଉପଲବ୍ଧ ଅଭିଧାନ ଅଟେ ଓ ଏହାକୁ ଗଢିବାରେ ସଭିଏଁ ସହଯୋଗ କରିପାରିବେ ।

ବର୍ତ୍ତମାନ ସୁଦ୍ଧା ଏଥିରେ ବିଭିନ୍ନ ଭାଷାର ୯୫,୮୦୩ ଟି ଶବ୍ଦ ଓ ଏହାର ଓଡ଼ିଆ ଶବ୍ଦାର୍ଥ ରହିଛି ।


କ୍ଷ ଜ୍ଞ

ଓଡ଼ିଆ - ଇଂରାଜୀ - ବଙ୍ଗାଳୀ - ହିନ୍ଦୀ - ଗ୍ରୀକ - ସଂସ୍କୃତ

ଅବଲୋକନ ଏ ମାସର ଶବ୍ଦ
ଉଇକିଅଭିଧାନ, ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ । ଓଡ଼ିଆ ଉଇକିଅଭିଧାନରେ ବର୍ତ୍ତମାନ ସୁଦ୍ଧା ୯୫,୮୦୩ଟି ପୃଷ୍ଠା ରହିଛି । ଏହି ଶବ୍ଦ ଗୁଡ଼ିକ ଓଡ଼ିଆ ସମେତ ଆହୁରି ଅନେକ ଭାଷାରେ ରହିଛି କିନ୍ତୁ ଏହାର ଶବ୍ଦାର୍ଥ ଓ ବ୍ୟାଖ୍ୟା ଓଡ଼ିଆରେ ଅଛି । ଯଥା - ଓଡ଼ିଆ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ବଙ୍ଗାଳୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ ଇତ୍ୟାଦି ।

ଏହି ଅଭିଧାନଟି ମୁଖ୍ୟତଃ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ତିଆରି ହୋଇଛି । ଏହାକୁ ଯେକେହି ସମ୍ପାଦନା କରିପାରିବେ ଓ ବ୍ୟବହାର ମଧ୍ୟ କରିପାରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡେନାହିଁ ।

ଆପଣ ବି ଚାହିଁଲେ ଏହି ଅଭିଧାନଟିରେ କୌଣସି ନୂଆ ଶବ୍ଦ, ଯେକୌଣସି ଭାଷାର ଶବ୍ଦ, ଯୋଡିପାରିବେ କିମ୍ବା କୌଣସି ଭୁଲ ସଂଶୋଧନ କରିପାରିବେ । ନୂଆ ଶବ୍ଦଟିଏ ଯୋଡିବା ପାଇଁ ନିମ୍ନୋକ୍ତ ବାକ୍ସରେ ଶବ୍ଦଟିକୁ ଲେଖି କ୍ଲିକ କରନ୍ତୁ ।


ଉଇକିଅଭିଧାନରେ ଓଡ଼ିଆ ଲେଖିବା ଓ ନୂଆ ଶବ୍ଦଟିଏ ଯୋଡିବା ପ୍ରଣାଳୀ

ଅଧିକ ସାହାଯ୍ୟ ପାଇଁ ଯୋଗାଯୋଗ କରନ୍ତୁ

ବିଳାସୀ

ଉଚ୍ଚାରଣ: Biḻāsī
ସ୍ତ୍ରୀ: ବିଳାସିନୀ
ଶବ୍ଦ ବିନ୍ୟାସ: ବିଳାସିନ୍; ବି+ଲସ୍ ଧାତୁ = କ୍ରୀଡ଼ା କରିବା +କର୍ତ୍ତୃ. ଇନ୍
ସଂସ୍କୃତ - ବିଶେଷଣ - ପୁଲିଙ୍ଗ

  1. ବିଳାସପରାୟଣ; ବ୍ୟସନ ଓ ବିଳାସରତ
  2. ରସିକ; ମଉଜି

ଦେଶଜ - ବିଶେଷଣ

  1. ଆଗ୍ରହୀ

[ଦ୍ରଷ୍ଟବ୍ୟ —ବଡ଼ଦେଉଳ ଅଗ୍ରତରେ ଗୁଣ୍ଡିଚାରଥ ଯେ ଦେଖିଛି ତରକ, ବିଲୋକନେ ବିଳାସୀ ସର୍ବଲୋକ— ଭଞ୍ଜ. ବୈଦେହୀଶବିଳାସ]

ପୁରା ପଢନ୍ତୁଅଭିଲେଖମାସିକ ବଛା ଶବ୍ଦ କଣ ?


ଉଇକି ଖବର ଆପଣ ଜାଣନ୍ତି କି ?

-

ଉଇକିମିଡ଼ିଆ ଅଧୀନରେ ଥିବା ବିବିଧ ପ୍ରକଳ୍ପ
ଉଇକିପିଡ଼ିଆ ଉଇକିମିଡ଼ିଆ ଫାଉଣ୍ଡେସନ ନାମକ ଗୋଟିଏ ଅଣ-ଲାଭକାରି ସଙ୍ଘ ଦ୍ଵାରା ଚଳାଯାଇଥାଏ, ତାହାଦ୍ଵାରା ଚଳାଯାଉଥିବା ଆହୁରି କେତେଗୁଡ଼ିଏ ପ୍ରକଳ୍ପ ହେଲା:
ବାକିସବୁ ଭାଷାରେ ଉଇକିଅଭିଧାନ
୧୦,୦୦,୦୦୦+ ଶବ୍ଦ: EnglishFrançais (French)Malagasy

୧,୦୦,୦୦୦+: 中文 (Chinese)Nederlands (Dutch)Suomi (Finnish)Deutsch (German)Ελληνικά (Greek)Español (Spanish)Eesti (Estonian)Magyar (Hungarian)IdoBahasa Indonesia (Indonesian)Italiano (Italian)日本語 (Japanese)ಕನ್ನಡ (Kannada)한국어 (Korean)Kurdî / كوردی (Kurdish)Lietuvių (Lithuanian)മലയാളം (Malayalam)မြန်မာဘာသာ (Burmese)Norsk Bokmål (Norwegian)Polski (Polish)Português (Portuguese)Română (Romanian)Русский (Russian)Srpskohrvatski (Serbo-Croatian)Svenska (Swedish)தமிழ் (Tamil)Türkçe (Turkish)Tiếng Việt (Vietnamese)


୧୦,୦୦୦+: Afrikaansالعربية (Arabic)Asturianu (Asturian)Euskara (Basque)Brezhoneg (Breton)Български (Bulgarian)Català (Catalan)Hrvatski (Croatian)Český (Czech)Dansk (Danish)EsperantoFrysk (West Frisian)Galego (Galician)עברית (Hebrew)हिन्दी (Hindi)Íslenska (Icelandic)Basa Jawa (Javanese)ລາວ (Lao)Limburgs (Limburgish)Nynorsk (Norwegian)Occitanپښتو (Pashto)فارسى (Persian)Српски (Serbian)Sicilianu (Sicilian)Simple EnglishKiswahili (Swahili)తెలుగు (Telugu)ไทย (Thai)Українська (Ukrainian)اردو (Urdu)VolapükWalon (Walloon)Cymraeg (Welsh)


୧,୦୦୦+: Shqip (Albanian)Հայերեն (Armenian)Azərbaycan (Azeri)Беларуская (Belarusian)Bosanski (Bosnian)Corsu (Corsican)ქართული (Georgian)Kalaallisut (Greenlandic)Avañe'ẽ (Guaraní)InterlinguaGaeilge (Irish)Kaszëbsczi (Kashubian)қазақша (Kazakh)ភាសាខ្មែរ (Khmer)Кыргызча (Kyrgyz)Latina (Latin)Latviešu (Latvian)Lëtzebuergesch (Luxembourgish)Plattdüütsch (Low Saxon)Македонски (Macedonian)Bahasa Melayu (Malay)मराठी (Marathi)Bân-lâm-gú (Min Nan)NahuatlÆnglisc (Old English)سنڌي (Sindhi)සිංහල (Sinhalese)Slovenčina (Slovak)Slovenščina (Slovene)Soomaaliga (Somali)Hornjoserbsce (Upper Sorbian)seSotho (Southern Sotho)TagalogТоҷикӣ (Tajik)Tatarça / Татарча (Tatar)تركمن / Туркмен (Turkmen)Uyghurche / ئۇيغۇرچە (Uyghur)پنجابی (Western Punjabi)Wollof (Wolof)


୧୦୦+: አማርኛ (Amharic)Aragonés (Aragonese)Armãneashce (Aromanian)বাংলা (Bengali)ᏣᎳᎩ (Cherokee)Kernewek/Karnuack (Cornish)ދިވެހިބަސް (Divehi)Føroyskt (Faroese)ગુજરાતી (Gujarati)Interlingueᐃᓄᒃᑎᑐᑦ (Inuktitut)Ikinyarwanda (Kinyarwanda)LingalaMalti (Maltese)MāoriGaelg (Manx)Монгол (Mongolian)नेपाली (Nepali)Oromoo (Oromo)ਪੰਜਾਬੀ (Panjabi)Runa Simi (Quechua)Gagana Samoa (Samoan)SängöGàidhlig (Scottish Gaelic)Basa Sunda (Sundanese)ትግርኛ (Tigrinya)Tok PisinXitsonga (Tsonga)O‘zbek (Uzbek)ייִדיש (Yiddish)Vahcuengh (Zhuang)isiZulu (Zulu)


View edit history of this page.