ଯୂଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁଥୀ, ଯୂଥିକା) ସମ୍ପାଦନା

ମଧୁରସୁବାସଯୁକ୍ତ ଫୁଲ ବିଶେଷ —Jasminum Auriculatum.

[ଦ୍ରଷ୍ଟବ୍ୟ —ଏହା ମଲ୍ଲିକାଦି ବର୍ଗର ପୁଷ୍ପକ୍ଷୁପ ବିଶେଷ ଏହା ଲଟାଳିଆ; ଫୁଲ ଧଳା; ଡେମ୍ଫ ଲମ୍ୱ ଓ ସରୁ; ଫୁଲର ଗନ୍ଧ ଅତି ମୃଦ୍ ଓ ମଧୁର; ଗ୍ରୀଷ୍ମକାଳରେ ଫୁଟେ ଫୁଲର ପାଖୁଡ଼ାମାନ ଏକସରିଆ ଓ ସରୁ, ଏକ ବୃନ୍ତରେ ବହୁ ଫୁଲ ଧରେ; ଯୁଥଯୁଥ ହୋଇ ଫୁଲ ଫୁଟିବାରୁ ଏଥିର ନାମଯୁଥିକା ଏହି ଜାତୀୟ ହଳଆଦି ବର୍ଣ୍ଣର ଗନ୍ଧହୀନ ଫୁଲକୁ ସ୍ୱର୍ଣ୍ଣ ଯୂଇ (Jasminum Heterophylum) କହନ୍ତି

ବୈଦ୍ୟଶାସ୍ତ୍ର ମତରେ ଏହା ହୃଦୟଗ୍ରାହୀ, ଶୀତବୀର୍ଯ୍ୟ, କଟୁବିପାକ, ଲଘୁ, ପିତ୍ତ— ନାଶକ, କଫ ଓ ବାୟୁକାରକ ଏହା ବ୍ରଣ, ରକ୍ତଦୋଷ, ମୁଖରୋଗ; ଦନ୍ତରୋଗ, ନେତ୍ରରୋଗ, ଶିରୋରୋଗ ଓ ବିଷନାଶକ— ଦ୍ରବ୍ୟଗୁଣ]