(ମୋର) ସତ ବଳାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସତ ବଳିବା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କୌଣସି ବିଷୟର ସତ୍ୟତା ଉପରେ ବିଶ୍ୱାସ ସ୍ଥାପନ —୧. Belief in the truth of a thing.

ଅନୁବାଦ ସମ୍ପାଦନା

୨. (କୌଣସି ବ୍ୟକ୍ତିଠାରେ) ଆସ୍ଥା ସ୍ଥାପିତ ହେବା — ୨. Having confidence on a person.

ଅନୁବାଦ ସମ୍ପାଦନା

୩. କୌଣସି କାର୍ଯ୍ୟ କରବାକୁ ସାହସ ହେବା — ୩. Having the boldness to do a thing; venturing to do a thing.

(ଯଥା—ଉତିଆଣି ପିଲାଟାକୁ ସାତ ସମୁଦ୍ର ଲଙ୍କା ପାରିକୁ ପଠାଇବାକୁ ମୋର ସତ ବଳୁ ନାହିଁ)

ଅନୁବାଦ ସମ୍ପାଦନା

୪. ମନ ହେବା; ଇଚ୍ଛା ଜାତ ହେବା —୪. Desire to do a thing.

[ଉ—ଏ ରୀତି ତୋର ନ ଥିଲା ଗୋ ! ପୋଷି ଥିବା ପକ୍ଷୀ ମାରିବାକୁ ତୋର ସତ କେମନ୍ତେ ବଳିଲା ଗୋ—ଭଞ୍ଜ. ଲାବଣ୍ୟନିଧି]