(ମତେ) ସଜ ଦେଖା ପଡ଼ିବା

(ମତେ) ସଜ ଦେଖା ପଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ସଜ ଦେଖାଯିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

ସୁବିଧା ଜନକ ବଧ ହେବା; କୌଣସି ବିଷୟରେ ବା କାର୍ଯରେ ସୁବିଧା ବା ସୁଯୋଗ ଜଣାଯିବା — To appear or seem convenient or opportune.