(ପାଟିରୁ) ଲାଳ ଗଡ଼ିବା

(ପାଟିରୁ) ଲାଳ ଗଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଲାଳ(ବୋ)ହିବା, ଲାଳସ୍ରବିଳାଅନ୍ୟରୂପ

ଦେଶଜ - ବିଶେଷ୍ୟ - ସମ୍ପାଦନା

ମୁହଁ ଆଦିରୁ ଲାଳାର ଧାରା ପ୍ରବାହିତ ହେବା ବା ନିର୍ଗତ ହେବା — The flowing of saliva or smile from the month.

[ଦ୍ରଷ୍ଟବ୍ୟ —ସ୍ତ୍ରୀ ମାନଙ୍କ ମଧ୍ୟରେ ଗୋଟିଏ ବିଶ୍ୱାସ ଅଛି ଯେ, ଯେଉଁ ଶିଶୁ ଗର୍ଭରେ ଥିଲାବେଳେ ମାତାର ଦୋହଦ— ଲାଳସା ଅପୂର୍ଣ୍ଣ ରହିଥାଏ, ଅର୍ଥାତ୍ ମାତା ଯେଉଁ ପଦାର୍ଥ ଖାଇବାକୁ ମନ ରହିଥାଏ, ତାହା ଯଦି ଖାଇବାକୁ ପାଇ ନ ଥାଏ, ତେବେ ଉକ୍ତ ଶିଶୁର ପାଟିରୁ ଲାଳ ଗଡ଼େ]