(ପାଟିରୁ) ଲାଳ ଗଡ଼ିବା
((ପାଟିରୁ)ଲାଳ ଗଡ଼ିବାରୁ ଲେଉଟି ଆସିଛି)
(ପାଟିରୁ) ଲାଳ ଗଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ପାଟିରୁ)ଲାଳ ଗଡ଼ିବା
|
ଲାଳ(ବୋ)ହିବା, ଲାଳସ୍ରବିଳାଅନ୍ୟରୂପ
ଦେଶଜ - ବିଶେଷ୍ୟ -
ସମ୍ପାଦନାମୁହଁ ଆଦିରୁ ଲାଳାର ଧାରା ପ୍ରବାହିତ ହେବା ବା ନିର୍ଗତ ହେବା — The flowing of saliva or smile from the month.
[ଦ୍ରଷ୍ଟବ୍ୟ —ସ୍ତ୍ରୀ ମାନଙ୍କ ମଧ୍ୟରେ ଗୋଟିଏ ବିଶ୍ୱାସ ଅଛି ଯେ, ଯେଉଁ ଶିଶୁ ଗର୍ଭରେ ଥିଲାବେଳେ ମାତାର ଦୋହଦ— ଲାଳସା ଅପୂର୍ଣ୍ଣ ରହିଥାଏ, ଅର୍ଥାତ୍ ମାତା ଯେଉଁ ପଦାର୍ଥ ଖାଇବାକୁ ମନ ରହିଥାଏ, ତାହା ଯଦି ଖାଇବାକୁ ପାଇ ନ ଥାଏ, ତେବେ ଉକ୍ତ ଶିଶୁର ପାଟିରୁ ଲାଳ ଗଡ଼େ]