(ଡଙ୍ଗାରେ) ଅସ୍ତା ମାରିବା

(ଡଙ୍ଗାରେ) ଅସ୍ତା ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ନୌକାର ପଟାମାନଙ୍କ ଫାଟରେ ବା ସନ୍ଧିରେ ଛେଚା ହୋଇଥିବା ତନ୍ତୁମୟ ଛେଲି ଭରତି କରି ଫାଟକୁ ନିବୁଜ କରିବା