(ଗଛରେ) ଜଉ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

(ବୃକ୍ଷୟକାରୀ ରୋଗ ବିଶେଷ) ଗଛ ଆଦିରେ ଡାଳରେ ବା ଗଣ୍ଡି ଉପରେ ଜଉ ପରି ଦେଖାଯାଉଥିବା ଏକପ୍ରକାର ପୋକଙ୍କ ସ୍ତର ପଡ଼ିଯିବା

(ଜଉଅ ମାରିବା—ଅନ୍ୟରୂପ)