(କୌଣସି ସ୍ଥାନ)ଲୁଣ ମାରିବା

(କୌଣସି ସ୍ଥାନ)ଲୁଣ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ମନୁଷ୍ୟ ବା ଗୋମେଷାଦି ମୂତିବା ସ୍ଥାନର ଭୂମିରେ ବା କାନ୍ଥରେ ଥିବା ମାଟି ଧୂଳିମୟ ହୋଇ ଝଡ଼ି ପଡ଼ିବା ଓ ତା ଉପରେ ଲୁଣର ଧଳା ସ୍ତର ପଡ଼ିଯିବା