ଗଢ଼ାଇବା
(ଢ଼ାଇବାରୁ ଲେଉଟି ଆସିଛି)
ଗଢ଼ାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ଭଙ୍ଗାଇବା—ବିପରୀତ)
ଦେଶଜ - କ୍ରି.
ସମ୍ପାଦନା- ୧. ଗଢ଼ିବାର ଣିଜନ୍ତି ରୂପ — ୧. The causative from of 'Gaṟḍ̠ẖibā'
- ୨. ରଚନା କରାଇବା; ନିର୍ମାଣ କରାଇବା — ୨. To cause to be built; to cause to be made.
- ୩. କାରିଗର ଦ୍ୱାରା ଅଳଙ୍କାର ନିର୍ମିତ କରାଇବା — ୩. To have a thing prepared.
ସୁନାରିକ ଡାକିଣ ରତାଅ ବୋଇଲେ କୃଷ୍ଣସିଂହ. ମରହାଭାରତ. ବନ
- ୪. ମିଥ୍ୟା ପ୍ରମାଣଦ୍ୱାରା ମକଦ୍ଦମା ସଜାଇବା — ୪. To cause a false case to be got up or fabricated.