ହେଳା
- ଅବଜ୍ଞା
- ଦୀର୍ଘସୂତ୍ରିତା
- ଅବଲୀଳା
- କାର୍ଯ୍ୟ ବିଷୟରେ ଅଶ୍ରଦ୍ଧା; କାର୍ଯ୍ୟରେ ତ୍ରୁଟି
- ଅଯତ୍ନ; ଗର୍ ହେଆଜିତ୍
- ଅବହେଳା
- ଖେଳ; କ୍ରୀଡା
- କେଳି; କାମକ୍ରୀଡା
- ଶୃଙ୍ଗାରାତ୍ମିକା ଲୀଳା; ସ୍ତ୍ରୀମାନଙ୍କର ଶୃଙ୍ଗାର ଭାବଜ କ୍ରିୟାବିଶେଷ; ସୁରତରେ ପ୍ରୌଢେଚ୍ଛା ପ୍ରକାଶ
- ସ୍ତ୍ରୀମାନଙ୍କର ଶୃଙ୍ଗାର ସୂଚକ ହାବ ବା ଅଙ୍ଗଭଙ୍ଗୀ ବା ଚେଷ୍ଟା
- ଅତି କାମାତୁରା ନାରୀମାନଙ୍କର ସୁରତୋତ୍ସବପାଇଁ ପ୍ରୌଢେଚ୍ଛା
- ଚନ୍ଦ୍ରିକା; ଜ୍ୟୋତ୍ସ୍ନା
- ସଙ୍ଗୀତର ରାଗରେ ବା କମ୍ପନରେ ସ୍ତମ୍ଭନ
- ଅପମାନ
- ଅସମ୍ମାନ
- ଘୃଣା
==ବିଶେଷ୍ୟ (ଦେଶଜ)==
- ବିଳମ୍ବ
- ହେଳା
ବିଶେଷଣ (ପ୍ରାଦେଶିକ)
ସମ୍ପାଦନା- ଅଳସୁଆ