ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ଅବଜ୍ଞା
  • ଦୀର୍ଘସୂତ୍ରିତା
  • ଅବଲୀଳା
  • କାର୍ଯ୍ୟ ବିଷୟରେ ଅଶ୍ରଦ୍ଧା; କାର୍ଯ୍ୟରେ ତ୍ରୁଟି
  • ଅଯତ୍ନ; ଗର୍ ହେଆଜିତ୍
  • ଅବହେଳା
  • ଖେଳ; କ୍ରୀଡା
  • କେଳି; କାମକ୍ରୀଡା
  • ଶୃଙ୍ଗାରାତ୍ମିକା ଲୀଳା; ସ୍ତ୍ରୀମାନଙ୍କର ଶୃଙ୍ଗାର ଭାବଜ କ୍ରିୟାବିଶେଷ; ସୁରତରେ ପ୍ରୌଢେଚ୍ଛା ପ୍ରକାଶ
  • ସ୍ତ୍ରୀମାନଙ୍କର ଶୃଙ୍ଗାର ସୂଚକ ହାବ ବା ଅଙ୍ଗଭଙ୍ଗୀ ବା ଚେଷ୍ଟା
  • ଅତି କାମାତୁରା ନାରୀମାନଙ୍କର ସୁରତୋତ୍ସବପାଇଁ ପ୍ରୌଢେଚ୍ଛା
  • ଚନ୍ଦ୍ରିକା; ଜ୍ୟୋତ୍ସ୍ନା
  • ସଙ୍ଗୀତର ରାଗରେ ବା କମ୍ପନରେ ସ୍ତମ୍ଭନ
  • ଅପମାନ
  • ଅସମ୍ମାନ
  • ଘୃଣା
==ବିଶେଷ୍ୟ (ଦେଶଜ)==
  • ବିଳମ୍ବ

ବିଶେଷ୍ୟ (ପ୍ରାଦେଶିକ) ସମ୍ପାଦନା

  • ହେଳା

ବିଶେଷଣ (ପ୍ରାଦେଶିକ) ସମ୍ପାଦନା

  • ଅଳସୁଆ