ବିଶେଷ୍ୟ (ଦେଶଜ) ସମ୍ପାଦନା

  • ସ୍ମରଣ
  • ଜ୍ଞାନ
  • ଚୈତନ୍ୟ; ଚେତନା
  • ମନୋଯୋଗ
  • ହିତାହିତ ବିବେଚନା

ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • କାରଣ
  • ପ୍ରୟୋଜନ
  • ଅଭିପ୍ରାୟ; ଉଦ୍ଦେଶ୍ୟ
  • ବୀଜ
  • ମୂଳ
  • ଯୁକ୍ତି
  • କାବ୍ୟାଳଙ୍କାରବିଶେଷ; କାରଣ ସହିତ କାର୍ଯ୍ୟର ଅଭେଦ କଥନ
  • ପ୍ରମାଣକାରକ ବିଷୟ
  • ମୂଳ କାରଣ
  • ଯେଉଁ ବିଷୟର ବଳରେ ଆମ୍ଭେମାନେ କୌଣସି ସିଦ୍ଧାନ୍ତରେ ଉପନୀତ ହେଉଁ