ହୃଦରେ କପଟ ରଖିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

ହୃଦୟରେ ଛଳକୁ ସ୍ଥାନ ଦେବା

[ଉ—ଚମତ୍କାର କଥା ଦେଖି ହୃଦରେ କପଟ ରଖି କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଚ. ଗୀତ]

ପେଟରେ, ପେଟରେ କୋଲପ ପକାଇରଖିବା ===

ଦେଶଜ - କ୍ରିୟାପଦ - ସମ୍ପାଦନା

କୌଣସି ବିଷୟ ପ୍ରକାଶ ନ କରିବା