ହା(ମ୍ଫୋ)ଳି ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଓଷ୍ଠଦ୍ୱାରା ପବନ ଛାଡ଼ିବା;୨ କରତଳଦ୍ୱାରା ପୁଟୁକି ମାରିବା

ହାର୍ ଜିତ୍(ଣ), ହାର୍ ଜିଦ୍(ଦି) ମାରିବା

ଦେଶଜ - କ୍ରିୟାପଦ - ସମ୍ପାଦନା

ଜିଦ ବା ପଣ ରଖି କାର୍ଯ୍ୟରେ ପଶିବା