ହାଦେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ ସମ୍ପାଦନା

୧. ପଦ୍ୟରେ ନିଶ୍ଚେ, ଶୀଘ୍ର, ହଠାତ୍, ଅବଲୀଳାକ୍ରମେ

ହାଦେ ହାଦେ ଜଳ ତିନି ହାଦେ ଜଳ ମା ବାପାଙ୍କୁ ବାଢ଼ିଲି । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର