ହାଣ୍ତି
- ମାଟିର ଚଉଡାମୁହାଁ ପାକପାତ୍ର
- ହାଣ୍ତି ଆକାରର ଧାତୁପାତ୍ର; ହଣ୍ତା
- ମୃତକ ଓ ସୁତକ ଅଶୌଚରେ ସାଧାରଣତଃ ଏକାଦିଶ ଦିନ ପାକାର୍ଥ ବ୍ୟବହୃତ ନୂତନ ହାଣ୍ତି
- ମୃତକ ଓ ସୁତକ ଅଶୌଚ ଉପଲକ୍ଷେ ପୁରୁଣା ହାଣ୍ତିମାନ ପାକଶାଳାରୁ ଅନ୍ତର କରି ନୂଆ ହାଣ୍ତିରେ ପାକ କରାଯିବାରୂପ କର୍ମ
- ଉଦର; ପେଟ
- ଗାଡିର ଚକର ମଝିରେ ଥିବା ଗୋଲ୍ ମୁଣ୍ତା କାଠ ତୁମ୍ବ
- ନଡିଆ, ତାଳ ଓ ଖଜୁରୀ ଗଛର ଗଣ୍ତି ଭୂମିକୁ ଛାଡିବା ଅବସ୍ଥାରେ ତାହାର ବେକ ପାଖ, ଯାହା ହାଣ୍ତିପରି ଭୂମି ଉପରେ ଦେଖାଯାଏ
- ପାକ; ରୋଷେଇ
- ଅନ୍ନ ହାଣ୍ତି; ଅନ୍ନ ମହାପ୍ରସାଦ ରଖାଯିବା ବଡ଼ କୁଡୁଆ