ହାଉଡ଼ୀ

(ହାଉଡୀରୁ ଲେଉଟି ଆସିଛି)

ହାଉଡ଼ୀ

ଓଡ଼ିଆ ସମ୍ପାଦନା

ଦେ. ବିଶେଷଣ (ସ୍ତ୍ରୀ)

ଉଚ୍ଚାରଣ ସମ୍ପାଦନା

ବିଶେଷଣ ସମ୍ପାଦନା

ଠିକରେ କଥା କହି ପରିବାରେ ଅକ୍ଷମ - A person suffering from Autism

    • ଉଦାହରଣ - "ମୋ ଝୁଅ କଣ ଜାଡ଼ି ହାଉଡ଼ୀ ହେଇଚି ନା କଣ?"

ସ୍ନେହରେ ଛୋଟ ପିଲାଙ୍କୁ ପାଗଳୀ ଅର୍ଥରେ କରାଯାଉଥିବା ଏକ ସମ୍ବୋଧନ

  • ଉଦାହରଣ : "ସେଇଟା ହାଉଡ଼ୀଟା, ତା କଥା ଧରନି"