ହାଉଡ଼ି ମାରିବା

ଦେଶଜ - କ୍ରିୟାପଦ -

ସମ୍ପାଦନା

ଭୋଜନରେ ତୃପ୍ତ ହୋଇ 'ହେଉଡ଼ି' ଉଚ୍ଚାରଣ କରି ପେଟରୁ ପବନ ବାହାର କରିବା