ବିଶେଷ୍ୟ (ଦେଶଜ) ସମ୍ପାଦନା

  • ତାମ୍ବୁଳ ସାମଗ୍ରୀ; ପାନ ଖାଇବା ପାଇଁ ପାନ ଖିଲ ତିଆରି କରାଯିବାର ସାମଗ୍ରୀ
  • ପାନ ଖିଲର ଉପକରଣ ମାନ ଯେଉଁ ଡିବାରେ ଥାଏ
  • ପାନବଟା, ପାନଡିବା; ଯେଉଁ ସଂପୁଟରେ ଖିଲପାନ ରଖାଯାଏ