ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଚାତୁରୀ; ଛଳ
  • କୌତୁକ; ତାମସା; ହୁନ୍ଦର
  • କାର୍ଯ୍ୟତଃ ଥଟ୍ଟା
  • କୁହୁକ; ଗାରଡି
  • କୌଶଳ
  • ଜିଗର; କଟାଳ; ଅଳି; ଜିଦି
  • ପ୍ରତିଯୋଗିତା
  • ପୁରୁଷ ଲୋକଙ୍କ ନାମ ବିଶେଷ