ସ୍ପର୍ଶ
- ଛୁଇଁବା; ତ୍ୟଗିନ୍ଦ୍ରିୟଗ୍ରାହ୍ୟ ଗୁଣ
- ରୁଜା; ରୋଗ
- ଦାନ
- ବାୟୁ
- ବର୍ଗ୍ୟବର୍ଣ୍ଣ; ବର୍ଗାକ୍ଷର; 'କ' ଠାରୁ 'ମ' ପର୍ଯ୍ୟନ୍ତ ୨୫ଟି ବର୍ଗ୍ୟବର୍ଣ୍ଣ
- ରତିବନ୍ଧ ବିଶେଷ
- ଯୋଗ
- କୌଣସି ସ୍ଵର ଉଚ୍ଚାରିତ ହେବାର ପୂର୍ବେ ବା ପରେ ଅନ୍ୟ ପୂର୍ବବର୍ତ୍ତୀ ସ୍ଵରର ନାମ ମାତ୍ର ଉଚ୍ଚାରଣ ଯୋଗୁଁ ପ୍ରଧାନ ସ୍ଵରର ଅଙ୍ଗ ରୂପେ ବ୍ୟବହାର
- ପଦାର୍ଥ
- ପ୍ରଣିଧି; ଦୂତ
- ଗ୍ରହଣ ବା ଉପରାଗରେ ସୂର୍ଯ୍ୟ ବା ଚନ୍ଦ୍ରଙ୍କ ଉପରେ ଛୟାପାତର ଆରମ୍ଭ