ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ଗୁରୁଗୃହରେ ବ୍ରହ୍ମଚର୍ଯ୍ୟ ଓ ବେଦାଧ୍ୟୟନ ସମାପନ ପୂର୍ବକ ଗୃହସ୍ଥାଶ୍ରମକୁ ସମାବର୍ତ୍ତନ କରିଥିବା ବ୍ୟକ୍ତି
  • ବ୍ରହ୍ମଚର୍ଯ୍ୟ ସମାପନାର୍ଥେ ଗୃହସ୍ଥାଶ୍ରମରେ ପ୍ରବିଷ୍ଟ ବ୍ୟକ୍ତି