ସ୍ଥିତି
- ଅବସ୍ଥାନ; ରହିବା
- ସୀମା
- ମର୍ଯ୍ୟାଦା; ନ୍ୟାୟପଥରେ ଅବସ୍ଥାନ
- ସଂସ୍ଥିତି; କୌଣସି ଅବସ୍ଥାରେ କିଛିକାଳ ରହିବା
- ସ୍ଥିରତା; ସ୍ଥାୟିତ୍ୟ
- ପାଳନ
- ସଂସ୍ଥାନ; ଜୀବଧାରଣ; ଜୀବିକା
- ବିଶ୍ରାମ
- ଅବଧାରଣ
- ସିଦ୍ଧନ୍ତ
- ଏକସ୍ଥାନରେ ବନ୍ଦ ହେବା
- ନିବୃତ୍ତି
- ଅଟକିଯିବା
- ସ୍ଥାନ
- ଜଡ଼ପଦାର୍ଥର ବା ଦ୍ରବ୍ୟର ଗୁଣ ବିଶେଷ, ଯେଉଁ ଗୁଣ ଯୋଗୁ ଜଡ଼ପଦାର୍ଥ ଏକ ସ୍ଥାନରେ ସ୍ଥିର ହୋଇ ରହେ
- ଅବସ୍ଥା
- ଅସ୍ତିତ୍ଵ
- ଢ଼ଙ୍ଗ
- ଆକାର; ଆକୃତି
- ସଂଯୋଗ; ସୁଯୋଗ