ସଂସ୍କୃତଭାଷା,ବିଶେଷଣ (ସ୍ତିମ୍ ଧାତୁ.କ୍ଳିନ୍ନ ହେବା + କର୍ତ୍ତୁ.ତ ) [୧]
ସମ୍ପାଦନା
- ଆର୍ଦ୍ର,ସିକ୍ତ ( Moistened,wet )
- ସ୍ଥିର;ନିଶ୍ଚଳ ( Motionless , fixed ,steadfast )
- ଶାନ୍ତ ( ହିନ୍ଦି ଶବ୍ଦସାଗର ) (Calm)
- ପ୍ରସନ୍ନ ;ସନ୍ତୁଷ୍ଟ ( ହିନ୍ଦି ଶବ୍ଦସାଗର ) (Satisfied )
- ଜଡତା ( Rigidity )
- ନିଶ୍ଚଳତା ( Motionlessness )
- ଆର୍ଦ୍ରତା (Wetness)
- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ , ପୃଷ୍ଠା - ୮୭୭୨