ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ସ୍ତମ୍ଭ
ଭାଷା
ଦେଖିବେ
ସମ୍ପାଦନା
ବିଶେଷ୍ୟ
(
ସଂସ୍କୃତ
)
ସମ୍ପାଦନା
ଜଡ଼ଭାବ; ଖୁଣ୍ଟପରି ନିଶ୍ଚଳ ଭାବରେ ଅବସ୍ଥାନ; ନିଷ୍ପତିଭତା
ନିଶ୍ଚେଷ୍ଟତା
ଖୁଣ୍ଟ; ଖମ୍ବ
ଦେହର ନିଶ୍ଚେଷ୍ଟତାରୂପ ବିକାର ବିଶେଷ
ଗଛର ଗଣ୍ତି
ଦେହର ଅଚୈତନ୍ୟଜନିତ ସ୍ଥିରାବସ୍ଥା
ପ୍ରତିବନ୍ଧ
ଇନ୍ଦ୍ରଜାଲଦ୍ଵାରା ଚେଷ୍ଟାରୋଧ
ରୋଧ
ରୋଗାଦି ହେତୁ ଅଜ୍ଞାନ ଅବସ୍ଥା
ଠେକ
ନିର୍ବୋଧପଣ