ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ସୌର
ଭାଷା
ଦେଖିବେ
ସମ୍ପାଦନା
ବିଶେଷଣ (
ସଂସ୍କୃତ
)
ସମ୍ପାଦନା
ସୂର୍ଯ୍ୟସମନ୍ଧୀୟ
ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ
ଦେବସମନ୍ଧୀୟ
ବିଶେଷ୍ୟ
(
ସଂସ୍କୃତ
)
ସମ୍ପାଦନା
ଶନୈଶ୍ଚର
ଯମ
ରାଜା
କର୍ଣ୍ଣ
ବାଳି
ଓ
ସୁଗ୍ରିବ
ତୁମ୍ବୁରୁ
ବୃକ୍ଷ
ସୂର୍ଯ୍ୟଙ୍କ ରଶିଭୋଗାଛିନ୍ନ ମାସ;
ସୌରମାସ
; ଯେଉଁ କାଳ ମଧ୍ୟରେ ସୂର୍ଯ୍ୟ ଗୋଟାଏ ରଶିକୁ ଅତିକ୍ରମ କରନ୍ତି
ସୂର୍ଯ୍ୟୋପାସକ; ସୂର୍ଯ୍ୟଭକ୍ତ
ତନ୍ତ୍ରୋକ୍ତ
ଗୁରୁ
ବିଶେଷ
ମଗ
ବ୍ରାହ୍ମଣ
ଦକ୍ଷିଣ
ଚକ୍ଷୁ
ଧନିଆ
ବଂଶ
କଳ୍ପ
ଏକ ସମର ନାମ