ସୁର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ୱର) ସମ୍ପାଦନା

୧. ଶବ୍ଦ; ଧ୍ୱନି —୧. Sound.
୨. ସଙ୍ଗୀତର ରାଗ ବା ତାନ —୨. Tune.
୩. ବଙ୍ଗୀୟ ବଂଶୋପାଧିବିଶେଷ —୩. A family title in Bengal.

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

୧. (ଫାରାସୀ - ସୁର୍) ସୋର; ଚେତନା —୧. Consciousness.
୨. (ଫାରାସୀ - ସୁର୍) ଆରମ୍ଭ —୨. Beginning.