ସୁଖ
ବିଶେଷ୍ୟ (ସଂସ୍କୃତ) ସମ୍ପାଦନା
- ହର୍ଷ
- ଆନନ୍ଦ; ମନର ପ୍ରୀତି
- ସ୍ଵାଚ୍ଛନ୍ଦ୍ୟ
- ଜଳ
- ସ୍ଵର୍ଗ
- ବୃଦ୍ଧି ନାମକ ଔଷଧ
ବିଶେଷଣ (ସଂସ୍କୃତ) ସମ୍ପାଦନା
- ସୁଖଜନକ; ପ୍ରୀତିକର
- ପ୍ରିୟ
- ମନୋହର
- ସୁଖଯୁକ୍ତ; ସୁଖୀ; କଷ୍ଟବିହୀନ
- ମଧୁର
- ସୁସ୍ଥତାଯୁକ୍ତ
ବିଶେଷ୍ୟ (ଦେଶଜ) ସମ୍ପାଦନା
- ସୁସ୍ଥତା; ଆରୋଗ୍ୟ; ସ୍ଵାସ୍ଥ୍ୟ
- ସୁଖକର ଅବସ୍ଥା
ବିଶେଷଣ (ଦେଶଜ) ସମ୍ପାଦନା
- ସୁସ୍ଥତାଯୁକ୍ତ
ବିଶେଷ୍ୟ (ଗ୍ରାମଜ) ସମ୍ପାଦନା
- ଶୁଖ
ବିଶେଷଣ (ଗ୍ରାମଜ) ସମ୍ପାଦନା
- ଶୁଖ