ସାହସ
- ଅପରାଧର ଦଣ୍ଡ
- ଅର୍ଥଦଣ୍ଡ
- ବଳାତ୍କାର କୃତକାର୍ଯ
- ଦୁଷ୍କୃତ କର୍ମ; ଅପରାଧ; ପାପ
- ଅବିମୃଷ୍ୟକୃତ କାର୍ଯ୍ୟ
- ଦ୍ଵେଷ
- ନରହତ୍ୟା, ଡକାଇତି ଓ ପରଦାରଗମନାଦି ବଳପ୍ରୟୋଗୟୁକ୍ତ ଅପରାଧ
- ନରହତ୍ୟା
- ବଳାତ୍କାରରେ ଦସ୍ୟୁତା; ପର ଦ୍ରବ୍ୟର ବଳପୂର୍ବକ ଅପହରଣ
- ଅବିମଷ୍ୟକାରୀ କର୍ମ
- ଭୟରାହିତ୍ୟ; ନିର୍ଭିକତା
- ଦମ୍ଭ; ବିକ୍ରମ; ଶୌର୍ଯ୍ୟ
- ଅତ୍ୟାଚାର
- ଅନୌଚିତ
- ଧୃଷ୍ଟତା
- ଅଗ୍ନି ବିଶେଷ; ଯାଗଯଜ୍ଞରେ ସ୍ଥାପିତ ଅଗ୍ନି