କ୍ରିୟା ବିଶେଷଣ (ବୈଦେଶିକ) ସମ୍ପାଦନା

  1. ପୁନର୍ବାର, ଆହୁରି ଥରେ
  2. ଦ୍ଵିତୀୟବାର କୃତ
  3. ପୁନର୍ବାର ଅନୁଷ୍ଠିତ
  4. ଦ୍ଵିତୀୟବାର କୃତ
  5. ଦୋସରା; ଦ୍ଵିତୀୟ; ଅନ୍ୟ
  6. ସମାନ

ବିଶେଶ୍ୟ (ଦେଶଜ) ସମ୍ପାଦନା

  1. ଗୋରୁଙ୍କୁ ଖୁଆଇବା ପାଇଁ ପିଡ଼ିଆ ଗୁଣ୍ଡା ଗୋଳିଆ ହୋଇଥିବା କଟାନଡ଼ା

ବିଶେଷ୍ୟ (କଚିରିଆ) ସମ୍ପାଦନା

  1. ଫଏସଲା ହୋଇଥିବା ମକଦ୍ଦମାର ପୁନର୍ବିଚାର
  2. ଅପୀଲ ଅଦାଲତଙ୍କ ଆଦେଶ କ୍ରମେ ପୁନର୍ବିଚାର ପାଇଁ ନିମ୍ନ ଅଦାଲତକୁ ମକଦ୍ଦମାର ପ୍ରେରଣ