ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ସାକ୍ଷୀ
ଭାଷା
ଦେଖିବେ
ସମ୍ପାଦନା
ବିଶେଷ୍ୟ
(
ସଂସ୍କୃତ
)
ସମ୍ପାଦନା
ସାକ୍ଷାତଦ୍ରଷ୍ଟା ବ୍ୟକ୍ତି
ଯେ କୌଣସି ଘଟନା ସ୍ଵଚକ୍ଷୁରେ ଦେଖିଥାଏ; ଉପଦ୍ରଷ୍ଟା
ବୃତ୍ତାନ୍ତକ ବ୍ୟକ୍ତି
ଯେଉଁ ବ୍ୟକ୍ତି ନିଜେ ଦେଖିଥିବା ଓ ଜାଣିଥିବା ବିଷୟ ଧର୍ମାଧି କରଣରେ ବିଚାରକଙ୍କ ନିକଟରେ ପ୍ରକାଶ କରେ
ସାକ୍ଷି ଇତ୍ୟାଦି
ବିଶେଷଣ (
ସଂସ୍କୃତ
)
ସମ୍ପାଦନା
ବୃତ୍ତାନ୍ତକ
ଦେଖିଥିବା ବିଷୟର କଥକ