ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ସହ୍ୟ
ଭାଷା
ଦେଖିବେ
ସମ୍ପାଦନା
ବିଶେଷଣ (
ସଂସ୍କୃତ
)
ସମ୍ପାଦନା
ସହନୀୟ; ସହନଯୋଗ୍ୟ; ସୋଢ଼ବ୍ୟ; ସହି ହେବାର ଯୋଗ୍ୟ
ସୁମଧୁର
ସମାନ
ପ୍ରଚୁର
ମନୋଜ୍ଞ
ଶକ୍ତ; ସମର୍ଥ
ପ୍ରିୟ
ବିଶେଷ୍ୟ
(
ସଂସ୍କୃତ
)
ସମ୍ପାଦନା
ଆରୋଗ୍ୟ
ସାମ୍ୟ
ପଶ୍ଚିମ ଘାଟ