ସମ୍ଭ୍ରମ
(ସଂସ୍କୃତ)ବିଶେଷ୍ୟ(ସମ୍+ଭ୍ରମ୍ ଧାତୁ =ଭ୍ରମଣକରିବା +ଭାବ .ଅ )[୧] ସମ୍ପାଦନା
- ଭ୍ରମଣ
- ଘୂର୍ଣ୍ଣନ
- ମହାଭ୍ରମ;ଭ୍ରାନ୍ତି
- ଭୟ
- ଭୟ ବା ଆନନ୍ଦଜନିତ ଆବେଗ;ଉଦ୍ ବେଗ
- ମର୍ଯ୍ୟାଦା;ସମାଦର;ଆଦର;ସମ୍ମାନ;ଗୌରବ;ଖାତିର
- ଭଦ୍ରତା
- ଭକ୍ତିଜନିତ ବ୍ୟସ୍ତତା ବା ଉତ୍ କଣ୍ଠା;ଭୟମିଶ୍ରିତ ଭକ୍ତି
- ଆସ୍ଥା;ବିଶ୍ଵାସ;ବ୍ୟବସାୟରେ ବା ସମାଜରେ ସାଧାରଣଙ୍କର ଆସ୍ଥା
[ସଂଭ୍ରମ ଇତ୍ୟାଦି -ଅନ୍ୟରୂପ]
ଆଧାର ସମ୍ପାଦନା
- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୮୨୪୩