ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ସମ୍ପ୍ରୟୋଗୀ
ଭାଷା
ଦେଖିବେ
ସମ୍ପାଦନା
ସମ୍ପ୍ରୟୋଗୀ
ସଂସ୍କୃତ
(ବିଶେଷଣ)
ସମ୍ପାଦନା
ପୁଂ (ସମ୍+ପ୍ର+ୟୁଜ ଧାତୁ=ୟୋଗ କରିବା+କର୍ତ୍ତୃ. ଇନ୍, 1ମା. 1ବ)
ସମ୍ପ୍ରଯୋଗକାରୀ
ଐଦ୍ରଜାଲିକ; ତାନ୍ତ୍ରିକ ଅଭିଚାର ପ୍ରଯୋଗକାରୀ
କାମୁକ; କଳାକେଳି
ଲମ୍ପଟ
ସଂସ୍କୃତ
(
ବିଶେଷ୍ୟ
)
ସମ୍ପାଦନା
ଧନ ଖଟାଇବା ବ୍ଯକ୍ତି
ଐନ୍ଦ୍ରଜାଲିକ
ଲମ୍ପଟ ବ୍ଯକ୍ତି
ଅନୈସର୍ଗିକ ଉପାଯରେ ଇନ୍ଦ୍ରିଯ ଚରିତାର୍ଥକାରୀ ବ୍ଯକ୍ତି