ସଧ୍ରୀଚୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଧ୍ୟ୍ରଙ୍—ପୁଂ) 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ସଧ୍ର୍ୟଚ୍+ସ୍ତ୍ରୀ. ଈ; ସଧ୍ର୍ୟଚ୍ ଶବ୍ଦର ସ୍ତ୍ରୀ ଲିଙ୍ଗ) ସମ୍ପାଦନା

ସହଚରୀ; ସଙ୍ଗୀନି —A female companion.