ସଧର୍ମ୍ମିଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଧର୍ମା, ସଧର୍ମୀ—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ସଧର୍ମୀନ୍+ସ୍ତ୍ରୀ. ଈ) ସମ୍ପାଦନା

ଏକ ଧର୍ମାକ୍ରାନ୍ତ; ସଧର୍ମା ଓ ସଧର୍ମୀର ସ୍ତ୍ରୀଲିଙ୍ଗ — Feminine of Sadharmā and Sadharmī.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ଧର୍ମାପତ୍ନୀ; ଭାର୍ଯ୍ୟା — one's better half; one's wedded wife.