ସଦ୍ୟୋ ମରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଦ୍ୟୋ ମୃତ୍ୟୁ—ଅନ୍ୟରୂପ)

(ସଦ୍ୟୋମୃତ—ବିଣ)

ସଂସ୍କୃତ - ବିଶେଷ୍ୟ - (ସଦ୍ୟଃ+ମରଣ) ସମ୍ପାଦନା

କିଛିକ୍ଷଣ ପୂର୍ବେ ଘଟିଥିବା ମୃତ୍ୟୁ —୧. Recently occurred death.

୨. ଅପ— ଘାତ ମୃତ୍ୟୁ —୨. Death by accident.