ସଦ୍ୟୋ ମନ୍ୟୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ସଦ୍ୟ+ମୁନ୍ୟ) ସମ୍ପାଦନା

ସାଙ୍ଗେ ସାଙ୍ଗେ ଜାତ ହେବା କ୍ରୋଧ —Anger which rises immediately or on sudden provocation.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଯାହା ସାଙ୍ଗେ ସାଙ୍ଗେ କ୍ରୋଧ ଜାତ କରାଏ — That which produces anger at sight; provocative of anger.