ସଦ୍ୟୋହତ ମାଂସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) ସମ୍ପାଦନା

ସଦ୍ୟୋହତ ଜୀବର ମାଂସ; ସଜ ମାଉଁସ —The flesh of a recently killed animal; fresh meat.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ଅନୁସାରେ ସଦ୍ୟୋହତ ଜୀବର ମାଂସ ବ୍ୟାଧିନାଶକ, ବୟଃସ୍ଥାପକ, ପୁଷ୍ଟିକାରକ ଓ ରୁଚିକର]