ସଦ୍ୟଃ ସ୍ନାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଦ୍ୟଃ ସ୍ନାତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ତତ୍କ୍ଷଣାତ୍ ସ୍ନାନ କରିଥିବା (ବ୍ୟକ୍ତି) — Having bathed immediately; recently washed.