ସଦ୍ୟଃ ସମୁଦ୍ଧୃତନବନୀତ

ସଦ୍ୟଃ ସମୁଦ୍ଧୃତନବନୀତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ତଟକା ଲହୁଣୀ —Fresh butter.

[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ମଧୁରରସ, ଧାରକ ଶୀତବୀର୍ଯ୍ୟ, ଲଘୁ ଓ ମେଧାଜନକ ତତ୍ରାଂଶ ସଂଯୁକ୍ତ ଥିଲେ ଏହା କିଞ୍ଚିତ୍ କଷାୟାମ୍ଳରସ ଅଟେ]