ସଦ୍ରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ସଦ୍. ଧାତୁ=ଗମନ କରିବା+ଶୀଳର୍ଥେ. କର୍ତ୍ତୃ. ରୁ) ସମ୍ପାଦନା

୧. ଗମନଶୀଳ; ଗତିବିଶିଷ୍ଟ —୧. Moving; going.
୨. ଅବସନ୍ନ —୨. Pulled down; tired.
୩. ଅବସ୍ଥିତ —୩. Situated.