ସଦାନନ୍ଦ ହୃଦୟ

ଉଚ୍ଚାରଣ

ସମ୍ପାଦନା
(ସଦାନନ୍ଦ ହୃଦୟା—ଅନ୍ୟରୂପ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସଦାନନ୍ଦ ଅଟେ ହୃଦୟ ଯାହାର)

ସମ୍ପାଦନା

ସର୍ବଦା ଆନନ୍ଦମୟ; ସବୁବେଳେ ପ୍ରଫୁଲ୍ଲ ଚିତ୍ତ —Always joyful; always merry.