ସଦର ଅମୀନ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବି—(ଆରବୀ - ସଦର୍ ଓ ଫାରାସୀ - ଆମୀନ)

ସମ୍ପାଦନା
୧. ଜମି ମାପ କରିବାପାଇଁ ନିଯୁକ୍ତି ଅମୀନ— ମାନଙ୍କ ମଧ୍ୟରେ ପ୍ରଧାନ ଅମୀନ — ୧. The head surveyor.
୨. ଜମିଦାରଙ୍କ ସଦର କଚିରିରେ ଥିବା ଅମୀନ —୨. The surveyor who works at the headquarters of a zamindar.
୩. ମୋଗଲ ଅମଳରେ ଦେବାନି ମକଦ୍ଦମା ବୁଝିବା ନିମନ୍ତେ ନିଯୁକ୍ତ ବିଚାରପତି (ବର୍ତ୍ତମାନ ମୁନସଫ୍) —The civil judges who were exercising the jurisdiction (under the Moghal governmant), now vested in the Munsifs.