ସତ୍ୟା

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ସତ୍ୟ+ସ୍ତ୍ରୀ: ଆ)

ସମ୍ପାଦନା

ସତ୍ୟର ସ୍ତ୍ରୀ ଲିଙ୍ଗ — The feminine of Satya.

ବିଶେଷ୍ୟ - ସ୍ତ୍ରୀ

ସମ୍ପାଦନା
୧. ସତ୍ୟବତୀ; ବ୍ୟାସ ଜନନୀ —୧. A name of the mother of Byāsa.
୨. ସତ୍ୟଭାମା (ଦେଖ) - — ୨. Satybhāmā (See).
୩. ରାମଜାୟା ସୀତା — ୩. Sitā, the wife of Rāmachandra.
୪. ଦୁର୍ଗା —୪. Goddess Durgā.